କୁହୁଳିୟିବା
ଦେଖଣା
କୁହୁଳିଯିବା —
ଉଚ୍ଚାରଣ: Kuhuḻij̄bā
পুড়েষাওয়া
धूलसना
ଦେ. କ୍ରି —
୧: ପୋଡ଼ିଯିବା — ୧. To be overbaked or over-burnt.
୨: (ଲକ୍ଷଣାର୍ଥ)—ଲଜ୍ଜା ବା ଈର୍ଷାରେ ମୁହଁ ବିବର୍ଣ୍ଣ ହେବା; ଲଜ୍ଜାବନତ ହେବା — ୨. To turn pale with a sense of shame or envy.