କୁହୁଳେଇ ହେବା
ଦେଖଣା
କୁହୁଳେଇ ହେବା —
ଉଚ୍ଚାରଣ: Kuhuḻei debā
পুড়ে দেওয়া
भुलसाना
ଦେ. କ୍ରି —
୧: ଚୁଲିରେ କୁହୁଳା ପକାଇବା — ୧. To start the preliminary smouldering in an oven.
୨: (ବ୍ୟଞ୍ଜନାଦି) ପୋଡ଼ି ଦେବା — ୨. To over-bake a food which is being cooked.