Jump to content

କୁ଼ଟିଳାକ୍ଷର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁ଼ଟିଳାକ୍ଷର
ଉଚ୍ଚାରଣ: Kuṭīḻākshara

ସଂ. ବି. (କର୍ମଧା; କୁଟିଳ+ଅକ୍ଷର) —

ବ୍ରାହ୍ମୀଲିପିର ପରବର୍ତ୍ତୀ ଓ ଦେବନାଗର ଲିପିର ପୂର୍ବବର୍ତ୍ତୀ ବକ୍ରଲିପିବିଶେଷ —A series of curved alphabets which were based on the Brāhmī alphabets and which preceded the introduction of Debanāgara script.

[ଦ୍ର—ଏ ଲିପି ଭାରତରେ ଅଷ୍ଟମ ଶତାବ୍ଦୀଠାରୁ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରଚଳିତ ଥିଲା ହି. ଶବ୍ଦସାଗର]