କୁ଼ଟ୍
ଦେଖଣା
କୁ଼ଟ୍(ଧାତୁ) —
ଉଚ୍ଚାରଣ: Kuṭ (root)
ସଂ. —
୧: ବକ୍ର ଗମନ କିରିବା — ୧. To move tortuously.
୨: ଶଠତା କରିବା —୨. To cheat.
୩: କୁଟିବା; ଢିଙ୍କି ଆଦିରେ ଛେଚିବା — ୩. To pound.
୪: ଖଣ୍ଡ ଖଣ୍ଡ କରିବା — ୪. To split or break to pieces (Apte).
୫: ଅସ୍ପଷ୍ଟରୂପେ କହିବା — ୫. To speak indistinctly (Apte).
୬: ଗରମ ହେବା; ପୋଡ଼ିବା — ୬. To burn; to be warm (Apte).
୭: ବକ୍ରହେବା; ବଙ୍କେଇବା — ୭. To become curved or crooked (M.W.)
୮: ନଇଁବା — ୮. To bend (M.W.)