କୂଅ
ଦେଖଣା
କୂଅ —
ଉଚ୍ଚାରଣ: Kūa
পাতকুয়া. কূয়া
कुआँ
ଦେ. ବି. (ସଂ. କୂପ) —
ପାଣି ଜମିବାପାଇଁ ଭୂମିରେ ଖୋଳା ହେବା ଗଭୀର ଗର୍ତ୍ତ —Well.
[ ଦ୍ର—ବଡ଼ କୂଅକୁ ବାମ୍ଫୀ (ହି. ଇନାର୍) ବୋଲାଯାଏ]
କୂଅ —
ଉଚ୍ଚାରଣ: Kūa
পাতকুয়া. কূয়া
कुआँ
ଦେ. ବି. (ସଂ. କୂପ) —
ପାଣି ଜମିବାପାଇଁ ଭୂମିରେ ଖୋଳା ହେବା ଗଭୀର ଗର୍ତ୍ତ —Well.
[ ଦ୍ର—ବଡ଼ କୂଅକୁ ବାମ୍ଫୀ (ହି. ଇନାର୍) ବୋଲାଯାଏ]