କୂଅଦଉଡ଼ା
ଦେଖଣା
କୂଅଦଉଡ଼ା —
ଉଚ୍ଚାରଣ: Kūadauṟḍ̠ā
उगहान
ଦେ. ବି. (ସଂ. କୂପ+ଦୋରକ; ଡୋରକ) —
ମାଠିଆ, ଗରା ଆଦି ଦ୍ବାରା କୂଅରୁ ପାଣି କାଢ଼ିବାପାଇଁ ବ୍ୟବହୃତ ରଜ୍ଜୁ —A rope by which water is drawn up from wells.
କୂଅଦଉଡ଼ା —
ଉଚ୍ଚାରଣ: Kūadauṟḍ̠ā
उगहान
ଦେ. ବି. (ସଂ. କୂପ+ଦୋରକ; ଡୋରକ) —
ମାଠିଆ, ଗରା ଆଦି ଦ୍ବାରା କୂଅରୁ ପାଣି କାଢ଼ିବାପାଇଁ ବ୍ୟବହୃତ ରଜ୍ଜୁ —A rope by which water is drawn up from wells.