Jump to content

କୂଆକୁଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂଆକୁଟା
ଉଚ୍ଚାରଣ: Kūākuṭā

ଦେ. ବିଣ —

କଲବଲ; ବ୍ୟତିବ୍ୟସ୍ତ — Troubled; harassed.

ୟାହାକି କୂଆକୁଟା କଲା ଏଥୁଁ କିପାଇଁ ଉବୁରିଲା ଭୂପତି. ପ୍ରେମପଞ୍ଚାମୃତ