Jump to content

କୂଜନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂଜନ
ଉଚ୍ଚାରଣ: Kūjana

ସଂ. ବି. (କୂଜ ଧାତୁ=ଶଦ୍ଦ କରିବା+ଭାବ ଅନ) —

୧: ଅବ୍ୟକ୍ତ ଧ୍ଵନି —୧. Murmur.

୨: ଶଗଡ଼ଚକର କେଁକେଁ ଶଦ୍ଦ — ୨. Creaking of the wheels of a vehicle.

୩: ପକ୍ଷୀର ଧ୍ଵନି ବା ରାବ —୩. Chirping of birds.

୪: କୋକିଳର କୁହୁକୁହୁ ରାବ —୪. Cooing of the cuckoo.

୫: ଗଡ଼ଗଡ଼ ଶଦ୍ଦ —୫. Rumbling; rattling sound.