କୂଜିତ
ଦେଖଣା
କୂଜିତ —
ଉଚ୍ଚାରଣ: Kūjita
ସଂ. ବି (କୂଜ ଧାତୁ+କର୍ମ ତ) —
ପକ୍ଷୀଧ୍ଵନି; ଚଢ଼େଇଙ୍କ ଡାକ — Warbling of birds; notes of birds; chirping; cooing.
ସଂ. ବିଣ —
୧: ଶଦ୍ଦିତ; ଶଦ୍ଦାୟମାନ; ପକ୍ଷୀଧ୍ଵନିଦ୍ବାରା ପୂରିତ — ୧. Filled or resounding with the warbling of birds.
୨: ଅବ୍ୟକ୍ତ ଧ୍ଵନିରୂପେ ଉଚ୍ଚାରିତ — ୨. Uttered inarticulately.