Jump to content

କୂଜିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂଜିବା
ଉଚ୍ଚାରଣ: Kūjibā

ଦେ. (ପଦ୍ୟ) କ୍ରି —

(ପକ୍ଷୀ) ରାବିବା; ଶଦ୍ଦ କରିବା — To chirp (said of birds).

ବିହଗମିଥୁନେ କୂଳନ୍ତି ମତ୍ତ ମଧୁପେ ଯେ ଗୁଞ୍ଜନ୍ତି ଜଗନ୍ନାଥ. ଭାଗବତ