କୂଟକଳ୍ପନା
ଦେଖଣା
କୂଟକଳ୍ପନା —
ଉଚ୍ଚାରଣ: Kūṭakaḻpanā
ସଂ. ବି. (କର୍ମାଧା; କୂଟ+କଳ୍ପନା) —
୧: କ୍ଳିଷ୍ଟକଳ୍ପନା — ୧. A far-fatched imagination. forced imagery; a forced simile.
୨: ପରର ଅନିଷ୍ଟକାମନା; ଷଡ଼ଶନ୍ତ୍ର — ୨. A conspiracy.