Jump to content

କୂଟଚକ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂଟଚକ୍ର
ଉଚ୍ଚାରଣ: Kūṭachakra

ସଂ. ବି. (କର୍ମଧା କୂଟ+ଚକ୍ର) —

୧: ବିଷମ ସମସ୍ୟା — ୧. A knotty problem; dilemma.

୨: ଷଡ଼ୟନ୍ତ୍ର —୨. Conspiracy; machination; crooked policy.

୩: ଦୁର୍ଭେଦ୍ୟ ବକ୍ରପଥ ବା ବ୍ୟୂହ —୩. A labyrinth.