ଶବ୍ଦାର୍ଥ:
କୂଟନୀତି — ଉଚ୍ଚାରଣ: Kūṭanīti
ସଂ. ବି. (କର୍ମାଧା; କୂଟ+ନୀତି) —
ଦାଉଁପେଁଚେ; ଅଭିସନ୍ଧିଯୁକ୍ତ ଆଚରଣ —Crooked policy.