Jump to content

କୂଟଭାଷୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂଟଭାଷୀ
ଉଚ୍ଚାରଣ: Kūṭabhāshī
(କୂଟଭାଷିଣୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କୂଟ+ଭାଷ ଧାତୁ+ଇନ୍. ୧: ମା. ୧: ବ.) —

୧: କପଟଭାଷୀ — ୧. Hypocrite in words.

୨: ଅବୋଧ୍ୟ କଥା କହିବା ବ୍ୟକ୍ତି — ୨. Speaking in riddles; equivocal in speech.