କୂଟସଂକ୍ରାନ୍ତି
ଦେଖଣା
କୂଟସଂକ୍ରାନ୍ତି —
ଉଚ୍ଚାରଣ: Kūṭasaṁkrānti
ସଂ. ବି. ସ୍ତ୍ରୀ. (ଜ୍ଯୋତିଷ) —
ଯେଉଁ ସଂକ୍ରାନ୍ତିରେ ଅର୍ଦ୍ଧରାତ୍ର ପରେ ସୂର୍ଯ୍ୟ ଅନ୍ୟ ରାଶିକୁ ସଞ୍ଚରଣ କରେ ଅର୍ଥାତ୍ ରାତି ଦ୍ବିପ୍ରହର ପରେ ଅନ୍ୟ ମାସର ସଞ୍ଚାର ହୁଏ — (astrolopgy) A Saṁkrānti or movement of the sun from one zobiacal sign to another which takes place after midnight.
[ ଦ୍ର—ଅର୍ଦ୍ଧରାତ୍ରେ ବ୍ୟତୀତେତୁ ୟଦାସଞ୍ଚରତେ ରବିଃ ସା ଜ୍ଞେୟା କୂଟସଂକ୍ରାନ୍ତି ମୁନିଭିଃ ପରିକୀର୍ତ୍ତିତା— ପ୍ରକୃତିବାଦ]