ଶବ୍ଦାର୍ଥ:
କୂଟସାକ୍ଷୀ — ଉଚ୍ଚାରଣ: Kūṭasākshī
ସଂ. ବି. (କର୍ମାଧା; କୂଟ+ସାକ୍ଷୀ) —
ମିଥ୍ୟା ସାକ୍ଷୀ — False witness.