Jump to content

କୂଟାଗାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂଟାଗାର
ଉଚ୍ଚାରଣ: Kūṭāgāra

ସଂ. ବି. (ମ. ପ. ଲୋ; କୂଟରେ ଅବସ୍ଥିତ ଆଗାର) —

ଘର ଉପରେ ଥିବା ଘର; ଚନ୍ଦ୍ରଶାଳା — Apartment at the top of a house.