Jump to content

କୂଟାର୍ଥ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂଟାର୍ଥ
ଉଚ୍ଚାରଣ: Kūṭārthe

ସଂ. ବି (କର୍ମାଧା; କୂଟ+ଅର୍ଥ) —

କ୍ଳିଷ୍ଟାର୍ଥ; ଅବୋଧ୍ୟ ଅର୍ଥ — An ambiguous meaning meaning; far-fetched meaning.