Jump to content

କୂଟିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂଟିଆ
ଉଚ୍ଚାରଣ: Kūṭiā

ଦେ. ବିଣ. (ସଂ. କୂଟ) —

୧: କୂଟପୂର୍ଣ୍ଣ — ୧. Full of deceit; deceitful.

୨: ମାୟାବୀ —୨. Delusive.

କପଟ କୂଟିଆ ପ୍ରଭୁ ତୁ ଜଗତସାଇଁ—ସାରଳା. ମହାଭାରତ. ଉଦ୍ଯୋଗ