Jump to content

କୂଟୟୁଦ୍ଧ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂଟଯୁଦ୍ଧ
ଉଚ୍ଚାରଣ: Kūṭaj̄uddha

ସଂ. ବି. (କର୍ମଧା; କୂଟ+ଯୁଦ୍ଧ) —

ଅନ୍ୟାୟ ପ୍ରଣାଳୀରେ ଯୁଦ୍ଧ — Treacherous or unfair warfare.