Jump to content

କୂଟ ପାଞ୍ଚିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂଟ ପାଞ୍ଚିବା
ଉଚ୍ଚାରଣ: Kūṭa pān̄chibā

ଦେ. କ୍ରି. (ସଂ. କୂଟ) —

୧: ଷଡ଼ୟନ୍ତ୍ର କରିବା — ୧. To conspire.

୨: କୌଣସି ବ୍ୟକ୍ତିର ଅନୁପସ୍ଥିତିରେ ତାହାର ଅନିଷ୍ଟକାମନା କରିବା —୨. To think evil of a person behind his back.