Jump to content

କୂଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂଣ (ଧାତୁ) —
ଉଚ୍ଚାରଣ: Kuṇa (root)

ସଂ. —

୧: କହିବା; କଥାଭାଷା ହେବା — ୧. To speak; to converse.

୨: ସଂକୁଚିତ ହେବା — ୨. To contract; to shrink.

୩: ମୁଦି ହେବା —୩. To close.