Jump to content

କୂଣିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂଣିକା
ଉଚ୍ଚାରଣ: Kūṇikā

ସଂ. ବି (କୂଣ ଧାତୁ+କର୍ତ୍ତୃ. ଇକ+ଆ) —

୧: ପଶୁର ଶୃଙ୍ଗ — ୧. Horn of a beast.

୨: ସିତାରର ଖିଲ — ୨. The peg of a lute.