Jump to content

କୂପମଣ୍ଡୁକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂପମଣ୍ଡୁକ
ଉଚ୍ଚାରଣ: Kūpamaṇḍuka

ସଂ. ବି. (ମ. ପ. ଲୋ; କୂପ+ମଣ୍ଡୁକ) —

୧: କୂଅ ବେଙ୍ଗ — ୧. A frog in the well.

୨: (ଲକ୍ଷଣାର୍ଥ) ନିଜ ସୀମା ବହିର୍ଭୂତ ସଂସାରର ବିଷୟ ସମ୍ବନ୍ଧରେ ୟାହାଙ୍କର ଅଭିଙ୍କତା ବା ଅନୁଭୂତି ହୋଇ ନ ଥାଏ — ୨. A person who has against no warldly experience beyond his own groove.