କୂବର
ଦେଖଣା
କୂବର —
ଉଚ୍ଚାରଣ: Kūbara
(କୁବରୀ—ସ୍ତ୍ରୀ)
ସଂ. ବିଣ. ପୁଂ. —
୧: ସୁନ୍ଦର —୧. Beautiful.
୨: କୂଜା —୨. Hump-backed.
ସଂ. ବି —
୧: ଗାଡ଼ିର ଆଗ ଦଣ୍ଡା ବା ବମ୍ — ୧. Pole or frame of a carriage to which the yoke is fixed.
ସେ ବେନି କୁଜରେ ଶୋଭିତ ପଞ୍ଚ ପ୍ରହରଣ ସଂୟୂତ ଜଗନ୍ନାଥ. ଭାଗବତ
୨: କୁଜା ମନୁଷ୍ୟ — ୨. A hump-backed person.