କୂର୍ମପୃଷ୍ଠ
ଦେଖଣା
କୂର୍ମପୃଷ୍ଠ —
ଉଚ୍ଚାରଣ: Kūrmapṛushṭha
ସଂ. ବି. (୬: ଷ୍ଠୀ ତତ୍; କୂର୍ମ+ପୃଷ୍ଠ) —
୧: କଇଁଛର ପିଠି — ୧. The back of a tortoise.
୨: (ଏହା କଇଁଛ ପିଠିପରି ଢାଲୁଥିବାରୁ) ପାତ୍ରର ଢାଙ୍କୁଣୀ; ସର୍ପୋଷ୍ —୨. The lid of a pot.
କୂର୍ମପୃଷ୍ଠ —
ଉଚ୍ଚାରଣ: Kūrmapṛushṭha
ସଂ. ବି. (୬: ଷ୍ଠୀ ତତ୍; କୂର୍ମ+ପୃଷ୍ଠ) —
୧: କଇଁଛର ପିଠି — ୧. The back of a tortoise.
୨: (ଏହା କଇଁଛ ପିଠିପରି ଢାଲୁଥିବାରୁ) ପାତ୍ରର ଢାଙ୍କୁଣୀ; ସର୍ପୋଷ୍ —୨. The lid of a pot.