Jump to content

କୂର୍ମାବତାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂର୍ମାବତାର
ଉଚ୍ଚାରଣ: Kūrmābatāra

ସଂ. ବି. (କୂର୍ମ+ଅବତାର) —

ବିଷ୍ଣୁଙ୍କର ଦ୍ବିତୀୟ ବା କଚ୍ଛପ ଅବତାର — The second or tortoise incarnation of Bishṇu.

[ଦ୍ର—ଏ ଅବତାରରେ ବିଷ୍ଣୁ ଆପଣା ପିଠିରେ ପୃଥିବୀକୁ ଟେକି ଧରିଥିଲେ]