କୂଳଙ୍କଷ
ଦେଖଣା
କୂଳଙ୍କଷ —
ଉଚ୍ଚାରଣ: Kūḻaṅkasha
(କୂଳଙ୍କଷା—ସ୍ତ୍ରୀ)
ସଂ. ବିଣ. (କୂଳଂ+କଷ ଧାତୁ+କର୍ତ୍ତୃ. ଅ) —
ୟାହା କୂଳ ବା କିନାରାକୁ ଖାଇଯାଏ — Tearing away or corroding the bank.
ସଂ. ବି. —
୧: ସମୁଦ୍ର (ୟାହା କୂଳକୁ ଖାଇଯାଏ) — ୧. The ocean; sea (which corrodes its shores).
୨: ନଦୀର ସ୍ରୋତ —୨. The current or stream of a river.