କୂଳଥଳ
ଦେଖଣା
କୂଳଥଳ —
ଉଚ୍ଚାରଣ: Kūḻathaḻa
ଦେ. ବି. (ସଂ. କୂଳ+ଗ୍ରା. ଥଳ; ସହଚର) —
୧: ଜଳଭାଗରେ ତୀର ଓ ଗଭୀରତା — ୧. Shore and depth of an expanse of water.
୨: କୌଣସି ଆଶ୍ରୟ; ଆଶ୍ରୟ ପାଇଁ ସ୍ଥାନ — ୨. Place of refuge or shelter.
ନ ପାନ୍ତି କୂଳ ଥଳ ବେନି ଜନ୍ମ ଲଭନ୍ତି ନାନା ଯୋନି—ପ୍ରାଚୀ. ନିଗୁଣମାହାତ୍ମ୍ୟ
୩: ଇୟତ୍ତା —୩. Definiteness.