କୂଳମୁଦ୍ବହ
ଦେଖଣା
କୂଳମୁଦ୍ବହ —
ଉଚ୍ଚାରଣ: Kūḻamudbaha
ସଂ. ବିଣ (କୂଳଂ=କୂଳକୁ+ଉତ୍+ବହ ଧାତୁ+କର୍ତ୍ତୃ. ଅ) —
ୟାହା କୂଳକୁ ଭାଙ୍ଗି ବୋହିନିଏ ବା ଅତଡ଼ା ଖସାଏ (ଯଥା—ଜଳସ୍ରୋତ) — Tearing up or carrying away the bank.