Jump to content

କୂଳିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂଳିଆ
ଉଚ୍ଚାରଣ: Kūḻiā

ଦେ. ବିଣ —

୧: କୂଳରେ ଅବସ୍ଥିତ; କୂଳରେ ଜାତ — ୧. Standing or growing on a bank.

୨: କୂଳସମ୍ବନ୍ଧୀୟ —୨. Relating to the shore.

[ଦ୍ର—ଏ ଶବ୍ଦ ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ ଯଥା— ନଈକୂଳିଆ, ପୋଖରୀକୂଳିଆ, ସମୁଦ୍ରକୂଳିଆ]