Jump to content

କୂଳ ପାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୂଳ ପାଇବା
ଉଚ୍ଚାରଣ: Kūḻa pāibā
কুলপাওয়া अँतपाना

ଦେ. କ୍ରି. —

୧: କୌଣସି ମୀମାଂସାରେ ଉପସ୍ଥିତ ହେବା — ୧. To arrive at a conclusion.

୨: ଥୟ କରି ଜାଣିବା — ୨. To know for certain.

ଏ କି କଥା ପୁଣି କହିଲା କଞ୍ଚୁକୀ ଭାଳି ପାରି ନାହିଁ କୂଳ ରାଧାନାଥ ପାର୍ବତୀ

୩: ପତ୍ତା ପାଇବା —୩. To get any trace.