କୃକଳାସ
ଦେଖଣା
କୃକଳାସ —
ଉଚ୍ଚାରଣ: Kṛukaḻāsa
ସଂ. ବି. (କୃକ=ଶିରଃ; ଗ୍ରୀବା; କଣ୍ଠ+ଲସ ଧାତୁ ଧାତୁ=କ୍ରୀଡ଼ା କରିବା+ଅ; ଯେ ଶିର ଓ ଗ୍ରୀବାକୁ ନଚାଏ) —
୧: ଏଣ୍ଡୁଅ — ୧. Chameleon (colotis versicolor).
୨: ଝିଟିପିଟି; ଚମ୍ପେଇ ନେଉଳ —୨. Lizard.