କୃଚ୍ଛଗତ
ଦେଖଣା
କୃଚ୍ଛଗତ —
ଉଚ୍ଚାରଣ: Kṛuchchharagata
ସଂ. ବିଣ. (୨: ୟା ତତ୍; କୃଚ୍ଛ୍ର+ଗତ) —
୧: କଷ୍ଟପ୍ରାପ୍ତ —୧. Distressed.
୨: କ୍ଳେଶ ଭୋଗ କରୁଥିବା —୨. Suffering pain.
୩: ବ୍ରତ ପାଳନ କରୁଥିବା — ୩. Undergoing a penance.
କୃଚ୍ଛଗତ —
ଉଚ୍ଚାରଣ: Kṛuchchharagata
ସଂ. ବିଣ. (୨: ୟା ତତ୍; କୃଚ୍ଛ୍ର+ଗତ) —
୧: କଷ୍ଟପ୍ରାପ୍ତ —୧. Distressed.
୨: କ୍ଳେଶ ଭୋଗ କରୁଥିବା —୨. Suffering pain.
୩: ବ୍ରତ ପାଳନ କରୁଥିବା — ୩. Undergoing a penance.