କୃଚ୍ଛପ୍ରାଣ
ଦେଖଣା
କୃଚ୍ଛପ୍ରାଣ —
ଉଚ୍ଚାରଣ: Kṛuchchhraprāṇ
(କୃଚ୍ଛପ୍ରାଣୀ—ସ୍ତ୍ରୀ)
ସଂ. ବିଣ. ପୁଂ. (ବହୁବ୍ରୀହି; କୃଚ୍ଛ+ପ୍ରାଣ) —
୧: ୟାହାର ଜୀବନ ବିପନ୍ନ — ୧. One whose life is in danger.
୨: ଯେ ବହୁକଷ୍ଟରେ ନିଶ୍ବାସ ମାରେ — ୨. Breathing with difficulty.