Jump to content

କୃଚ୍ଛ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଚ୍ଛ୍ର
ଉଚ୍ଚାରଣ: Kṛuchchhra

ସଂ. ବି. (କୃଶ୍ ଧାତୁ=ଦୁର୍ବଳ ହେବା+କରଣ.ର; ୟାହା ମନୁଷ୍ୟକୁ ଦୁର୍ବଳ କରେ) —

୧: ଦୁଃଖ; କଷ୍ଟ — ୧. Trouble; difficulty; distress; hardship.

୨: କ୍ଳେଶ —୨. Physical pain.

୩: ଅପବାଦ —୩. Danger; calamity.

୪: କଷ୍ଟସାଧ୍ୟ ଉପବାସ; ବ୍ରତ; ପ୍ରାୟଶ୍ଚିତ୍ତ — ୪. Austerity; penanace.

୫: ପ୍ରାଜାପତ୍ୟ ବ୍ରତବିଶେଷ — ୫. A sort of penance.

୬: ପାପ —୬. Sin.

୭: ମୂତ୍ରକୃଚ୍ଛ୍ର ରୋଗ —୭. Strangury; ischury.

ସଂ. ବିଣ —

୧: ପାପଯୁକ୍ତ —୧. Sinful.

୨: ଦୁଷ୍ଟ; ଖଳି —୨. Wicked.

୩: କଷ୍ଟଯୁକ୍ତ —୩. Painful.

୪: ମନ୍ଦ —୪. Bad; miserable evil;.

୫: କଷ୍ଟଜନକ —୫. Causing pain.