Jump to content

କୃଚ୍ଛ୍ରଲବ୍ଧ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଚ୍ଛ୍ରଲବ୍ଧ
ଉଚ୍ଚାରଣ: Kṛuchchhralabdha

ସଂ. ବିଣ. (କୃଚ୍ଛ୍ର +ଲବ୍ଧ) —

ଅତି କଷ୍ଟରେ ପ୍ରାପ୍ତ ବା ଅର୍ଜିତ — Hard earned; achieved after great suffering or difficulty.