କୃଚ୍ଛ୍ରାତିକୃଚ୍ଛ୍ର
ଦେଖଣା
କୃଚ୍ଛ୍ରାତିକୃଚ୍ଛ୍ର —
ଉଚ୍ଚାରଣ: Kṛuchchhrātikṛuchchhra
ସଂ. ବି. —
୩: , ୯: , ୧୨: ବା ୨୧: ଦିନ ପର୍ଯ୍ୟନ୍ତ ଜଳ ଛଡ଼ା ଆଉ କିଛି ନ ଖାଇ କରାଯିବା କଠୋର ବ୍ରତବିଶେଷ (ଗୌତମ ୨୫/୨: ; ୟାଜ୍ଞବଲ୍ୟ ୩/୩ ୨୧: ) —Name of a penance consisting of living on water only for ୩, ୯, ୧୨ or ୨୧ days.