Jump to content

କୃତକପୁତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତକପୁତ୍ର
ଉଚ୍ଚାରଣ: Kṛutakaputra

ସଂ. ବି. ପୁଂ (କୃତକ+ ପୁତ୍ର) —

୧: ପିତାମାତଙ୍କ ଦ୍ବାରା ତ୍ୟ୍ୟକ୍ତ ଓ ଅନ୍ୟଦ୍ବାରା ପାଳିତ ପୁତ୍ର — ୧. A son privately abandoned by parents and reared up by another person.

୨: ପୋଷ୍ୟପୁତ୍ର —୨. Adopted son.