କୃତକର୍ତ୍ତବ୍ଯ
ଦେଖଣା
କୃତକର୍ତ୍ତବ୍ୟ —
ଉଚ୍ଚାରଣ: Kṛutakarttabya
(କୃତକର୍ତ୍ତବ୍ୟା—ସ୍ତ୍ରୀ)
ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ କର୍ତ୍ତବ୍ୟ) —
ଯେ ଆପଣାର କର୍ତ୍ତବ୍ୟ କର୍ମ ସମ୍ପାଦନ କରି ଅଛି —One who has done his duty.
କୃତକର୍ତ୍ତବ୍ୟ —
ଉଚ୍ଚାରଣ: Kṛutakarttabya
(କୃତକର୍ତ୍ତବ୍ୟା—ସ୍ତ୍ରୀ)
ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ କର୍ତ୍ତବ୍ୟ) —
ଯେ ଆପଣାର କର୍ତ୍ତବ୍ୟ କର୍ମ ସମ୍ପାଦନ କରି ଅଛି —One who has done his duty.