Jump to content

କୃତକର୍ମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତକର୍ମା
ଉଚ୍ଚାରଣ: Kṛutakarmā

ସଂ. ବିଣ. (ବହୁବ୍ରୀହି; କୃତ+ କର୍ମନ୍. ୧: ମା. ୧: ବ.) —

୧: ସଫଳ କାମ —୧. Successful.

୨: ଯେ ଆପଣାର କାର୍ଯ୍ୟ ସମାଧା କରିଅଛି — ୨. One who has done or accomplished his work.

୩: ସଂସାରଭିଜ୍ଞ ବା ଅନୁଭବୀ —୩. Experienced.

୪: ନିପୁଣ; ଚତୁର —୪. Skilful.

ସଂ. ବି —

୧: ସନ୍ନ୍ୟାସୀ —୧. An ascetic.

୨: ପରମାତ୍ମା —୨. The Supreme spirit.