Jump to content

କୃତକାମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତକାମ
ଉଚ୍ଚାରଣ: Kṛutakāma
(କୃତକାମା—ସ୍ତ୍ରୀ)

ସଂ. ବିଣ. ପୁଂ (ବହୁବ୍ରିହି) —

ଯେଉଁ ବ୍ୟକ୍ତିର ଉଦ୍ଦେଶ୍ୟ ବା କାମନା ସିଦ୍ଧ ହୋଇଅଛି —One whose desires are fulfiled.