କୃତକାରୀ
ଦେଖଣା
କୃତକାରୀ —
ଉଚ୍ଚାରଣ: Kṛutakārī
(କୃତକାରିଣୀ—ସ୍ତ୍ରୀ)
ସଂ. ବିଣ. ପୁଂ (କୃତ+କୃ ଧାତୁ+ଇନ୍ଦ୍ର; ୧: ମା. ୧: ବ.) —
କରାଯାଇଥିବା କର୍ମକୁ ପୁଣି ଥରେ କରିବା (ବ୍ୟକ୍ତି) — Doing again what has been done already.