Jump to content

କୃତକାର୍ଯ୍ୟ

ଉଇକିଅଭିଧାନ‌ରୁ
(କୃତକାର୍ୟ୍ଯରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କୃତକାର୍ଯ୍ୟ
ଉଚ୍ଚାରଣ: Kṛutakārj̄ya
(କୃତକାର୍ଯ୍ୟା—ସ୍ତ୍ରୀ)

ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ କାର୍ଯ୍ୟ) —

୧: ଆପଣା କାର୍ଯ୍ୟ ସମ୍ପନ୍ନ କରିଥିବା (ବ୍ୟକ୍ତି) — ୧. (a person) Having accomplished his work or duty.

୨: ସଫଳ ପରିଶ୍ରମ; ସଫଳକାମ —୨. Successful.

୩: ଯେଉଁ ବ୍ୟକ୍ତିର ଅନ୍ୟ ବ୍ୟକ୍ତିର ସହାୟତା ଲୋଡ଼ା ନ ଥାଏ —୩. One who has no need of another person's aid. (M.W.)

ସଂ. ବି —

ସାଧିତ କାର୍ଯ୍ୟ — Attained or accomplished object.