Jump to content

କୃତକୃତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତକୃତ
ଉଚ୍ଚାରଣ: Kṛutakṛuta

ଦେ. ବିଣ. (ସଂ. କୃତକୃତ୍ୟ) —

୧: କୃତାର୍ଥ; ସନ୍ତୁଷ୍ଟ — ୧. Successful; satisfied.

ଶୁଣି ହୋଇଲେ କୃତକୃତ ବିଚିତ୍ର ଗୋବିନ୍ଦ ଚରିତ ଭୂପତି ପ୍ରେମପଞ୍ଚାମୃତ

୨: ଚରିତାର୍ଥ —୨. Having succeeded in or achieved one's work or mission.

୩: କୃତକର୍ମା —୩. Having got one's wishes.

୪: ବିଦ୍ବାନ୍ —୪. Accomplished; learned.