Jump to content

କୃତକୃତ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତକୃତ୍ୟ
ଉଚ୍ଚାରଣ: Kṛutakṛutya
(କୃତକୃତ୍ୟା—ସ୍ତ୍ରୀ)

ସଂ. ବିଣ. ପୁଂ (ବହୁବ୍ରୀହି; କୃତ=ସମ୍ପାଦିତ+ କୃତ୍ୟ= କାର୍ଯ୍ୟ) —

୧: କୃତାର୍ଥ — ୧. Gratified; grateful.

୨: କୃତକର୍ମା —୨. Having accomplished his object.

୩: କୃତକାର୍ଯ୍ୟ —୩. Successful in a mission.

୪: ବିଦ୍ବାନ —୪. Accomplished; learned.

୫: କାର୍ଯ୍ୟ ସିଦ୍ଧି ଯୋଗୁଁ ସନ୍ତୁଷ୍ଟ — ୫. Fully satisfied; contented.

୬: କୃତ କର୍ତ୍ତବ୍ୟ —୬. One who has done his duty.