Jump to content

କୃତକୃତ୍ଯତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃତକୃତ୍ୟତା
ଉଚ୍ଚାରଣ: Kṛutakṛutyatā

ସଂ. ବି. (କୃତକୃତ୍ୟ+ ଭାବ. ତା) —

୧: କାର୍ଯ୍ୟ ସିଦ୍ଧି; କାମନା ହାସଲ୍ — ୧. Success.

୨: କର୍ତ୍ତବ୍ୟର ସମାଧାନ —୨. The full discharge of one's duty.