କୃତକ୍ଷଣ
ଦେଖଣା
କୃତକ୍ଷଣ —
ଉଚ୍ଚାରଣ: Kṛutakshaṇa
(କୃତକ୍ଷଣା—ସ୍ତ୍ରୀ)
ସଂ. ବିଣ. ପୁଂ —
୧: ଯେ ଠିକ ବେଳ ପର୍ଯ୍ୟନ୍ତ ଅପେକ୍ଷା ରହେ —୧. One who for the right moment (M.W.)
୨: ଯେ କୈଣସି ବସ୍ତୁ ବା ବ୍ୟକ୍ତି ପାଇଁ ଅଧୀର ହୋଇ ଅପେକ୍ଷା କରିଥାଏ —୨. One who waits impatiently for a thing or person (M.W.)