କୃତଘ୍ନ
ଦେଖଣା
କୃତଘ୍ନ —
ଉଚ୍ଚାରଣ: Kṛutaghna
(କୃତଘ୍ନୀ—ସ୍ତ୍ରୀ)
(କୃତଜ୍ଞ—ବିପରୀତ)
(କୃତଘ୍ନତା—ବି)
ସଂ. ବିଣ. ପୁଂ (କୃତ= ଉପକାର+ ହନ୍ ଧାତୁ= ବିନାଶ କରିବା+ ଅ) —
୧: ଯେ ଅନ୍ୟକୃତ ଉପକାରକୁ ସ୍ବୀକାର କରେ ନାହିଁ; ନିମକହରାମ — ୧. Ungrateful; thankless; ignoring the benefits rendered.
୨: ଘାତକ —୨. Murderer; assasin.
୩: ପୂର୍ବକୃତ ସମସ୍ତ କାର୍ୟ୍ୟକୁ ଯେ ବିଫଳତାରେ ବିଗାଡ଼େ — ୩. Defeating or rendering vain all previous measures.