କୃତନିଶ୍ଚଯ
ଦେଖଣା
କୃତନିଶ୍ଚୟ —
ଉଚ୍ଚାରଣ: Kṛutaniṡchaya
(କୃତନିଶ୍ଚୟା—ସ୍ତ୍ରୀ)
ସଂ. ବିଣ. ପୁଂ (ବହୁବ୍ରୀହି; କୃତ+ ନିଶ୍ଚୟ) —
୧: କୌଣସି କାର୍ଯ୍ୟ କରିବାକୁ ଦୃଢ଼ସଂକଳ୍ପ କରିଥିବା (ବ୍ୟକ୍ତି) ଦୃଢ଼ପ୍ରତିଜ୍ଞା —୧. Determined; whose resolution has been taken or mind made up resolved.
୨: ନିଶ୍ଚିତ —୨. Sure; certain (M.W.)